ଗିଲଙ୍କୁ ନେଇ ବଡ଼ ନିଷ୍ପତ୍ତି ନେବେ ଗମ୍ଭୀର! ନୂଆଦିଲ୍ଲୀ,୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ଗୁରୁବାର ଦିନ ଚଳିତ ଟି-୨୦ ସିରିଜରେ ଚତୁର୍ଥ ଥର ପାଇଁ ପରସ୍ପରର ସାମ୍ନା କରିବେ। ଶେଷ ତିନୋଟି ମ୍ୟାଚ ପରେ, ସିରିଜ ୧-୧ ରେ ବରାବର ଅଛି। ଯେଉଁ ଦଳ ଏହି ମ୍ୟାଚ ଜିତିବ ତାହା…