ନୋବେଲ ପାଇଁ ମନୋନୀତ ହେଲେ ଇମ୍ରାନ ଖାନ, ଏହି କାମ ହେଲା ଆଧାର… ନୂଆଦିଲ୍ଲୀ, ୩୧।୩: ରାଜନୈତିକ ଅସ୍ଥିରତା ଏବଂ ଅଶାନ୍ତି ସହିତ ସଂଘର୍ଷ କରୁଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୋବେଲ ମନୋନୟନ ଯୋଗୁଁ ଖବରର ଶିରୋନାମାରେ ଅଛି। ପାକିସ୍ତାନରେ ମାନବାଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱର ଉଠାଇବା ପାଇଁ...