ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି ନେଲା ଏତେ ବଡ଼ ନିଷ୍ପତ୍ତି… ଢାକା/ନୂଆଦିଲ୍ଲୀ,୨୮।୬: ଭାରତ ବାଂଲାଦେଶରୁ ଝୋଟ ଏବଂ ଫାଇବର ଉତ୍ପାଦ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷେଧ କରିଛି। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ସାମଗ୍ରିକ ସମ୍ପର୍କରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସୂତ୍ର ଅନୁଯାୟୀ, ଶନିବାର (ଜୁନ ୨୮, ୨୦୨୫)...