ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି: ୫ ଲକ୍ଷ ଲୋକଙ୍କୁ ତୁରନ୍ତ ଛାଡିବାକୁ ପଡ଼ିବ ଆମେରିକା
ଓ୍ବାଶିଂଟନ୍,୨୩।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆମେରିକାରେ ପ୍ରବାସ ନୀତି ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାରୁ ଆସିଥିବା ୫୩୦,୦୦୦ ପ୍ରବାସୀଙ୍କୁ ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିଛି। ଏହି ନିଷ୍ପତ୍ତି ପରେ, ଏହି ପ୍ରବାସୀମାନଙ୍କୁ...