ନୂଆଦିଲ୍ଲୀ,୨୩।୧୧: ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଧୂଆଁଧାର ବ୍ୟାଟର କିରନ ପୋଲାର୍ଡ। ଟି-୨୦ ଫର୍ମାଟରେ ୧୫ ହଜାର ରନ ପୂରଣ କରିବାରେ ସେ…