ବେଆଇନ ମଦ କାରବାର: ଚଢାଉ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ, ଭାଙ୍ଗିଲା ଗାଡ଼ି ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ଗୁରୁବାର ସାରେ ବେଆଇନ ମଦ କାରବାର ନେଇ ଚଢାଉ ସମୟରେ ଅବକାରୀ ବିଭାଗର ଏକ ଟିମ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ ଅବକାରୀ କନଷ୍ଟେବଳ ରାଜେଶ...