”ଯଦି ସରକାର ନିର୍ଦ୍ଦେଶ ଦିଅନ୍ତି; ଆମେ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିଦେବୁ”: ସୁଲୋଚନା ଭୁବନେଶ୍ୱର,୩୧।୭: ବେଆଇନ ନିର୍ମାଣ, ବିଶେଷକରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟଗୁଡିକ ନିର୍ମାଣ ଉପରେ ଚିନ୍ତା ପ୍ରକଟ ପାଇଛି। ରାଜ୍ୟ ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଧାନସଭାକୁ ସୂଚନା ଦେଇଛନ୍ତି ଯେ, ଭୁବନେଶ୍ୱରରେ ପ୍ରାୟ ୭୦୦...