ଇଡ୍ଲି ଖାଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର, କଡ଼ା ଚେତାବନୀ ଦେଲେ ବିଶେଷଜ୍ଞ ବିଶେଷକରି ଇଡ୍ଲିର ମଜା ନେବାକୁ ହୋଟେଲ ଯାଉଥିବା ଗ୍ରାହକମାନଙ୍କୁ ଏବେ ବହୁତ ସତର୍କ ରହିବାକୁ ପଡ଼ିବ। ଏହା ପଛର କାରଣ ହେଉଛି ଖାଦ୍ୟ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାରେ ମିଳିଥିବା ଭୟଙ୍କର ତଥ୍ୟ। ଖାଦ୍ୟ ବିଭାଗର କଡ଼ାକଡ଼ି ଯାଞ୍ଚରୁ ନିଶ୍ଚିତ ହୋଇଛି…