Shubman Gill: ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଶୁବମନ ଗିଲ୍, ବୁମ୍ରାଙ୍କୁ ପଛରେ ପକାଇଲେ ନୂଆଦିଲ୍ଲୀ,୧୩।୩: ଭାରତୀୟ ବ୍ୟାଟସମ୍ୟାନ ଶୁବମନ ଗିଲଙ୍କୁ ଫେବୃଆରୀ ପାଇଁ ICC ପ୍ଲେୟାର୍ ଅଫ୍ର ଅଫ୍ ଦି ମନ୍ଥ୍ ପୁରସ୍କାର ଦିଆଯାଇଛି। ଶୁବମନ ଗିଲ ତୃତୀୟ ଥର ପାଇଁ ଆଇସିସି ପ୍ଲେୟାର୍ ଅଫ୍ର ଅଫ୍ ଦି ମନ୍ଥ୍ ପୁରସ୍କାର ଜିତିଛନ୍ତି। ଏହି...