ଭବାନୀପାଟଣା,୧୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ଭାବେ ସୋମବାର ସନ୍ଧ୍ୟା ୬ ଟାରେ ଦାୟିତ୍ୱ ନେଇଛନ୍ତି ଆଇ ଏ ଏସ ସଚିନ ପାୱାର।…