Tag Archives: I-PAC

ଆମ ପାଖରେ କିଛି ନାହିଁ, ଫାଇଲ ନେଇଗଲେ ମମତା ବାନାର୍ଜୀ, I-PAC ଚଢ଼ାଉ ମାମଲାରେ ହାଇକୋର୍ଟଙ୍କୁ କହିଲା…

କୋଲକାତା,୧୪ା୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଜନୈତିକ ପରାମର୍ଶଦାତା ସଂସ୍ଥା I-PAC ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଚଢ଼ାଉ ସମ୍ପର୍କରେ କୋଲକାତା ହାଇକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛି। ଯେତେବେଳେ ତୃଣମୂଳ କଂଗ୍ରେସ ଓକିଲ ଏହାକୁ ବିରୋଧ କରିଥିଲେ…

ମମତା ବାନାର୍ଜୀଙ୍କ ନାଁରେ ବଡ଼ ଅଭିଯୋଗ, I-PAC ମାମଲାରେ ଇଡି ହାଇକୋର୍ଟଙ୍କୁ କଣ କଣ କହିଲେ ଜାଣନ୍ତୁ

କୋଲକାତା,୧୪।୧:  I-PAC କାର୍ଯ୍ୟାଳୟରେ ଇଡି ଚଢାଉ ଉପରେ ଶୁଣାଣି କଲିକତା ହାଇକୋର୍ଟରେ ଆରମ୍ଭ ହୋଇଛି । ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଯୁକ୍ତି ଦେଇଥିଲେ ଯେ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ଏବଂ ଶୀଘ୍ର ଏହାର ଶୁଣାଣି ହୋଇପାରେ ।…

ପ୍ରତୀକଙ୍କ ଫୋନ୍‌ ନିଜ ପାଖରେ ରଖିଲେ ମମତା, ଇଡି ଅଧିକାରୀଙ୍କୁ ଧମକାଇ ଡିଜିପି କହିଲେ…

କୋଲକାତା,୯ା୧: I-PAC ପରିସରରେ ଗୁରୁବାର ED ଚଢ଼ାଉ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ ସେ I-PAC ଅଧିକାରୀ ପ୍ରତୀକ ଜୈନଙ୍କ ଫୋନ ନେଇ ନିଜ ପାଖରେ ରଖିଥିଲେ। ମନି ଲଣ୍ଡରିଂ ତଦନ୍ତର…

‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା

କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ EDର ତଦନ୍ତକୁ ପ୍ରଭାବିତ କରିବା ଏବଂ ପ୍ରମାଣ ସହିତ ହେରଫେର କରିବାର ଅଭିଯୋଗ ଆସିଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri