ଭାରତ ତିଆରି କଲା ସବୁଠୁ ବିପଦପୂର୍ଣ୍ଣ ମିଶାଇଲ୍: ଚାଇନା-ପାକିସ୍ତାନ ଥରହର ନୂଆଦିଲ୍ଲୀ,୬।୬: ET-LDHCM DRDO ଖୁବଶୀଘ୍ର Extended Trajectory – Long Duration Hypersonic Cruise Missile (ET-LDHCM) ପରୀକ୍ଷଣ କରିବାକୁ ଯାଉଛି। ET-LDHCM ଅର୍ଥାତ୍ Extended Trajectory – Long Duration Hypersonic Cruise Missile ହେଉଛି ଭାରତର ଏପର୍ଯ୍ୟନ୍ତ...