ରାସ୍ତାକଡ଼କୁ ଓଲଟିଲା ପାଉଁଶ ବୋଝେଇ ହାଇଓ୍ବା
ବାରଙ୍ଗ,୧୯ା୬(ଲିଙ୍ଗରାଜ ରାଉତ): ଗୁରୁବାର ଭୋର୍ରୁ ପାଟପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି ଦ୍ରୁତଗାମୀ ପାଉଁଶ ବୋଝେଇ ହାଇଓ୍ବା। ସୌଭାଗ୍ୟବଶତଃ ଚାଳକ ଏବଂ ତାଙ୍କର ସହଯୋଗୀ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ପ୍ରକାଶ ଯେ, ଗୁରୁବାର...


