Tag Archives: hyderabad

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ ୧୯,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଥିବା ବେଳେ ଏହାଦ୍ୱାରା ପ୍ରାୟ ୭,୫୦୦…

ବସ୍‌-ବାଇକ୍ ଧକ୍କା ପରେ ଭୟାଭୟ ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ,୨୪।୧୦: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲାସ୍ଥିତ ଚିନ୍ନାଟେକୁର ନିକଟରେ ଶୁକ୍ରବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ…

ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କୁ ବଳାତ୍କାର, ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ,୨୦।୧୦: ହାଇଦ୍ରାବାଦର କୋମ୍ପାଲି ଅଞ୍ଚଳରେ ଜଣେ ଓଡ଼ିଆ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି। ମୃତକ ଭୁବନେଶ୍ୱରର ଭରତପୁର ଅଞ୍ଚଳର ବାସିନ୍ଦା ଥିଲେ ଏବଂ ସ୍ୱାମୀ ଓ ୪ ବର୍ଷର ପୁଅ ସହିତ ଗତ ଛଅ ମାସ…

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା, ମୃତଦେହକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ସ୍ୱାମୀ ଗିରଫ

ହାଇଦ୍ରାବାଦ,୨୪।୮: ତେଲଙ୍ଗାନାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ଧରାପଡ଼ିବା ଘଟଣା ଆତଙ୍କ ଓ ଆକ୍ରୋଶ ସୃଷ୍ଟି କରିଛି। ଅଭିଯୁକ୍ତ ମହେନ୍ଦର ତାଙ୍କ ପତ୍ନୀଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ମୁସୀ…

ବ୍ୟାଡମିଣ୍ଟନ ଖେଳିବା ବେଳେ ୨୫ ବର୍ଷୀୟ ଯୁବକଙ୍କର ହୃଦ୍‌ଘାତରେ ମୃତ୍ୟୁ

ନୂଆଦିଲ୍ଲୀ,୨୮।୭: ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ଶଟଲ୍‌ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ୨୫ ବର୍ଷୀୟ ଯୁବକ ଗୁଣ୍ଡଲା ରାକେଶଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ରାକେଶ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ସେ ଖମ୍ମାମ ଜିଲାର ତାଲ୍ଲାଡ଼ାର ପୂର୍ବତନ ଉପ-ସରପଞ୍ଚ…

ପ୍ରେମରେ ପାଗଳ ନାବାଳିକା: ବୟଫ୍ରେଣ୍ଡ ସହ ମିଶି ମା’ଙ୍କ ଗଣ୍ଡିମୁଣ୍ଡ କଲେ ଅଲଗା

ହାଇଦ୍ରାବାଦ,୨୬।୬: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ତାଙ୍କ ବୟଫ୍ରେଣ୍ଡଙ୍କ ସହ ମିଶି ନିଜ ମା’ଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ସମ୍ପର୍କରେ ଆପତ୍ତି କରିବାରୁ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ଜୀଡିମେଟଲାରେ ଏହି ଘଟଣା…

ହାଇଦ୍ରାବାଦ: SRH ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୪।୪: ସୋମବାର ହାଇଦ୍ରାବାଦର ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ ପରେ SRH ଖେଳାଳିମାନଙ୍କୁ ପାର୍କ ହାୟାତରୁ ସ୍ଥାନାନ୍ତରିତ କରାଯାଇଛି। ଗୋଟିଏ ମହଲାରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା, ଯାହା ପରେ ସେମାନେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇ ଦେଇଥିଲେ।…

ମାଲାମାଲ ହେବେ ରଣଜୀ କ୍ରିକେଟର୍‌: ରଣଜୀ ଟ୍ରଫି ଚାମ୍ପିଅନ୍‌ ହେଲେ ପ୍ରତି ଖେଳାଳିଙ୍କ ମିଳିବ ୧ କୋଟି, ବିଏମଡବ୍ଲୁ କାର

ହାଇଦ୍ରାବାଦ୍‌,୨୨।୨: ରଣଜୀ ଟ୍ରଫି ୨୦୨୩-୨୪ର ପ୍ଲେଟ ଗ୍ରୁପ ଫାଇନାଲ ମ୍ୟାଚରେ ହାଇଦ୍ରାବାଦ ମେଘାଳୟକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ତିଳକ ବର୍ମାଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ଦଳ ପାଇଁ କେ ନୀତେଶ ରେଡ୍ଡୀ ଏବଂ ପ୍ରଜ୍ଞା ରେଡ୍ଡୀ ଶତକ ହାସଲ କରିଥିଲେ। ଏହି…

ପ୍ରେମିକାଙ୍କୁ କ୍ୟାଡ୍‌ବେରୀ ଡେରି ମିଲ୍କ ଦେଉଥିଲେ ଜାଣନ୍ତୁ….

କ୍ୟାଡ୍‌ବେରୀ ଡେରି ମିଲ୍କ ଖାଉଥିଲେ ସାବଧାନ । ଭାଲେଣ୍ଟାଇନ୍ସ ସପ୍ତାହ ଚାଲିଥିବା ବେଳେ ନିକଟରେ ଚକୋଲେଟ୍‌ ଡେ ଫେବୃଆରୀ ୯ ତାରିଖରେ ଶେଷ ହୋଇଛି। ତେବେ ଏହି ଦିନରେ ଅନେକ ପ୍ରେମୀଯୁଗଳ ତାଙ୍କ ପ୍ରେମିକା ପ୍ରେମିକଙ୍କୁ ଚକୋଲେଟ୍‌ ଦେଇଥିବେ। ଏହା ସହ…

ଘୋଡାବେପାର ଭୟ: ଶପଥ ପରେ ହାଇଦ୍ରାବାଦ୍‌ ଅଭିମୁଖେ ଜେଏମ୍‌ଏମ୍‌-କଂଗ୍ରେସ ବିଧାୟକ

ରାଞ୍ଚି,୨।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ଆରଜେଡିର ସତ୍ୟନନ୍ଦ ଭୋକ୍ତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଜେଏମଏମ, କଂଗ୍ରେସ ଏବଂ…

୯୩ ବର୍ଷରେ ପିଏଚ୍‌ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା

ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର ନେଇଥିଲେହେଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri