ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହୁଥି ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ
ଜେରୁଜେଲମ,୩୦।୮: ୟେମେନର ରାଜଧାନୀ ସାନାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ହୁଥି ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ହୋଇଛି। ୟେମେନର ହୁଥି ବିଦ୍ରୋହୀମାନେ ଶନିବାର (ଅଗଷ୍ଟ ୩୦, ୨୦୨୫) ଆକ୍ରମଣରେ ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ଇରାନ-ସମର୍ଥିତ ହୁଥି…


