ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ସ୍ବାମୀ ଗିରଫ ବଅଁରପାଳ,୨୭।୭(ସୁବାସ ସାହୁ): ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନାଲ୍କୋ ଥାନା ଅଞ୍ଚଳର ଦୀପୁ ସାହୁ (୨୫)ଙ୍କୁ ଶନିବାର ପୋଲିସ ଗିରଫ କରିଛି। ୨ ବର୍ଷ ତଳେ ଦୀପୁ ପ୍ରେମ ବିବାହ କରିଥିଲେ। କିଛିଦିନ ହେଲା...