ଭୋକ ଓ ଭୟ ହିନ୍ଦୁ ପୁରାଣ ବିଶ୍ୱ(ଦୁନିଆ) ଓ ଜୀବନ ମଧ୍ୟରେ ପ୍ରଭେଦ ଦର୍ଶାଏ। ଦୁନିଆ ଭୌତ୍ତିକ ଓ ରସାୟନ ବିଜ୍ଞାନ ଉପରେ ଆଧାରିତ। ଜୀବନ ଜୀବବିଜ୍ଞାନ ସହ ଜଡ଼ିତ। ଜୀବନ ଅଛି ତ ଭୋକ(କ୍ଷୁଧା) ଓ ଭୟ ଅଛି। ବିନା ଭୋକ ଓ ଭୟରେ…