ହଙ୍ଗେରୀୟ ଲେଖକ ଲାସଲୋ କ୍ରାସ୍ନାହୋରକାଇ ସାହିତ୍ୟ ପାଇଁ ପାଇବେ ନୋବେଲ ପୁରସ୍କାର ଷ୍ଟକହୋମ,୯।୧୦: ଗୁରୁବାର (ଅକ୍ଟୋବର ୯, ୨୦୨୫) ରେ ସ୍ବିଡିସ ଏକାଡେମୀ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା କରିଛି। ଅପରାହ୍ନ ୪ଟା ୩୦ରେ ପୁରସ୍କାର ଘୋଷଣା କରାଯାଇଛି। ଏହି ବର୍ଷ ହଙ୍ଗେରୀର ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି…