୫ ବର୍ଷ ପରେ ଅମର ହେବ ମଣିଷ! କିଏ କଲେ ଏମିତି ଭବିଷ୍ୟବାଣୀ, କହିଲେ କେମିତି ହେବ ନୂଆଦିଲ୍ଲୀ: ଆମେ ପୌରାଣିକ କାହାଣୀରେ ଏବଂ କେତେବେଳେ ବିଜ୍ଞାନ କାଳ୍ପନିକ ଚଳଚ୍ଚିତ୍ରରେ ପ୍ରଯୁକ୍ତିବିଦ୍ୟା ଅମରତାର ସ୍ବପ୍ନ ଭାବରେ ଅମୃତ ସାହାଯ୍ୟରେ ମଣିଷ ଅମର ହେବାର କାହାଣୀ ଶୁଣିଛୁ କିମ୍ବା ଦେଖିଛୁ। ତଥାପି, ଏବେ ଏହି କଳ୍ପନା ବାସ୍ତବତାରେ ପରିଣତ ହେବା...