ହାତରେ ବର୍ଥ ନମ୍ବର ଲେଖି କୁଆଡେ ଯାଉଥିଲେ ୫୬ ଯୁବତୀ, ଜଣାପଡିଲା କାରଣ ନୂଆଦିଲ୍ଲୀ,୨୪।୭: ସୋମବାର (୨୧ ଜୁଲାଇ ୨୦୨୫) ଦିନ ନ୍ୟୁ ଜଲପାଇଗୁଡ଼ି ଷ୍ଟେଶନରେ ମିଳିତ ଅଭିଯାନରେ ରେଳ ସୁରକ୍ଷା ବଳ (RPF) ଏବଂ GRP ଏକ ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛନ୍ତି। ଏହି ଦଳ ଅପରେଶନ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ…