ପ୍ରଥମଥର ମଣିଷ ଡିମ୍ବାଶୟରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ୍, ବଢୁଛି ଚିନ୍ତା ରୋମ୍,୨୦ା୪: ପ୍ରଥମଥର ପାଇଁ ମଣିଷ ଡିମ୍ବାଶୟ ଫୋଲିକୁଲାର ତରଳ ପଦାର୍ଥରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିଛି।ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଏହା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ଗଭୀର ପ୍ରଭାବ ପକାଇବ। ଯାହାକୁ ନେଇ ଭୟ ସୃଷ୍ଟି ହୋଇଛି। ଇକୋଟକ୍ସିକୋଲୋଜି ଏବଂ ପରିବେଶ ସୁରକ୍ଷାରେ...