ଚିନ୍ତାଜନକ ସ୍ଥିତିରେ ହାତୀ-ମଣିଷ କଳି; ୩ ବର୍ଷରେ ଜୀବନ ହରାଇଛନ୍ତି ୬୬୮ ଲୋକ ଭୁବନେଶ୍ୱର,୨୬।୧୧: ଦିନକୁ ଦିନ ଓଡ଼ିଶାରେ ହାତୀ ଏବଂ ଲୋକମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଫଳରେ ହାତୀ ଆକ୍ରମଣରେ ଜନଜୀବନ କ୍ଷୟକ୍ଷତି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ବିଧାନସଭାରେ ତଥ୍ୟ...