ପାର୍କିଂ ବିବାଦକୁ ନେଇ ବିବାଦ: ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା, ୨ ଗିରଫ ନୂଆଦିଲ୍ଲୀ,୮।୮: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଆଘାତଜନକ ଘଟଣାରେ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇ ଆସିଫ କୁରେଶୀଙ୍କୁ ପାର୍କିଂ ସ୍ଥାନକୁ ନେଇ ରାତି ଅଧରେ ହୋଇଥିବା ବଚସାରୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି...