ଆଈ-ନାତି ଶୋଇଥିବାବେଳେ ଲଗାଣ ବର୍ଷାରେ ଭାଙ୍ଗିପଡ଼ିଲା ଘର
ତୁମୁଡ଼ିବନ୍ଧ,୩ା୧୦(ଦୀପକ କୁମାର ପରାସେଠ୍): ଲଘୁଚାପଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଥିବା ଶୁକ୍ରବାର ଜଣାପଡ଼ିଛି। ସୂଚନାନୁସାରେ, ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଗତ ଗୁରୁବାରରୁ ପ୍ରବଳ ବର୍ଷା...


