hotel

ନୂଆପଡ଼ା ରୋଡ୍‌ରେ ହୋଟେଲ ଯାଞ୍ଚ

ନୂଆପଡ଼ା,୮ା୧୧(ମକାରୁ ବେମାଲ): ନୂଆପଡ଼ା ଓ ଖରିଆର ରୋଡ୍‌ରେ ଶନିବାର ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ନିର୍ବାଚନ ପ୍ରଚାର ସରିବାକୁ ଗୋଟିଏ ଦିନ ବାକିଥିବାବେଳେ କଡ଼ାକଡ଼ି ଯାଞ୍ଚ ଚାଲିଛି।…

4 weeks ago