ଏଥର ବିମାନ ନୁହେଁ ଆକାଶରେ ଫାଟିଲା ହଟ ଏୟାର ବେଲୁନ, ୮ ମୃତ ବ୍ରାଜିଲ,୨୧।୬: ବ୍ରାଜିଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ବ୍ରାଜିଲର ଦକ୍ଷିଣ ରାଜ୍ୟ ସାଣ୍ଟା କାଟାରିନାରେ ଏକ ହଟ ଏୟାର ବେଲୁନରେ ମଝି ଆକାଶରେ ନିଆଁ ଲାଗିଗଲା। ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହି ସମୟରେ,…