ଭୟଙ୍କର ଦୁର୍ଘଟଣା: ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍, ଚାଲିଗଲା ୨୨ ଶ୍ରମିକଙ୍କ ଜୀବନ ଇଟାନଗର,୧୧ା୧୨: ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ ବିପଦପୂର୍ଣ୍ଣ ପାହାଡ଼ି ରାସ୍ତାରୁ ହଜାର ଫୁଟ ଗଭୀରକୁ ଖସିପଡ଼ିଲା। ଏହି ଦୁର୍ଘଟଣାରେ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣଙ୍କୁ ଜୀବିତ…