ସୁନାଠାରୁ ବି ଅଧିକ ମୂଲ୍ୟବାନ ଏହି ପରିବା ହପ ସୁଟ ହେଉଛି ହପ ଗଛ (ହୁମୁଲସ ଲୁପୁଲସ) ଖାଦ୍ୟ ଉପଯୋଗୀ ଏବଂ ଔଷଧୀୟ ପ୍ରୟୋଗରେ ଏକ ମୂଲ୍ୟବାନ ଉପାଦାନ। ହପ ସୁଟ ଏହାର ସ୍ବତନ୍ତ୍ର ସ୍ବାଦ ଏବଂ ଉଚ୍ଚ ବଜାର ମୂଲ୍ୟ ପାଇଁ ଜଣାଶୁଣା, ଯାହା ଏହାକୁ ବିଶ୍ୱର ସବୁଠାରୁ…