ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଖ୍ୟାତନାମା ରାପର ହନି ସିଂ। ଜଣେ ମଡେଲଙ୍କ ପାଇଁ ତାଙ୍କ ହୃଦୟରେ ଗୀଟାର, ବୀଣା ବାଜିବା ଆରମ୍ଭ ହୋଇଛି। ସଂଗୀତ ଦୁନିଆରେ ଜବରଦସ୍ତ କମ୍ବ୍ୟାକ୍ ପରେ ଏବେ ବ୍ୟକ୍ତିଗତ ଜୀବନରେ ବି ଦୁଇପାଦ ଆଗକୁ ବଢ଼ିଛନ୍ତି।...
ଓଜନ ଯେତେ ସହଜରେ ବଢ଼ିଥାଏ, ତାହାକୁ ହ୍ରାସ କରିବା ମଧ୍ୟ ସେତିକି କଷ୍ଟକର। ଓଜନ ହ୍ରାସ କରିବା ସମୟରେ ସମର୍ପଣ, ଶୃଙ୍ଖଳା, ଧୈର୍ଯ୍ୟ ଏବଂ ଉପଯୁକ୍ତ ମାର୍ଗଦର୍ଶନ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ରାପର୍ ୟୋ...
ମୁମ୍ବାଇ, ୨୫।୨: ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା ରବିବାର ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ଏବେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ଲଭ୍ ଡୋଜ୍ ୨ ର ସୁଟିଂ କରୁଥିବରୁ ସେଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ...
Archives
Model This Week
ପିଲାଙ୍କ ଧରିତ୍ରୀ