କାହିଁକି ଜର୍ମାନୀରେ ବିବାହ କଲେ ମହୁଆ-ପିନାକୀ? ଏହା ପଛର କାରଣ କହିଲେ ପରିବାର ସଦସ୍ୟ, କେବେ ଫେରିବେ ସ୍ବଦେଶ… କୋଲକାତା,୫।୬: ପଶ୍ଚିମବଙ୍ଗ ନାଦିଆ ଜିଲାର କୃଷ୍ଣନଗର ଲୋକ ସଭା ଆସନରୁ ତୃଣମୂଳ ଏମପି ମହୁଆ ମୋଇତ୍ରା ଗତ ସପ୍ତାହରେ ୩୦ ମେ’ରେ ଜର୍ମାନୀର ବର୍ଲିନ ପ୍ୟାଲେସରେ ପୂର୍ବତନ ପୁରୀ (ଓଡ଼ିଶା)ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଥିଲେ। ୬୫ ବର୍ଷୀୟ ପିନାକୀ ଏବଂ…