ତାମିଲନାଡୁ ଦଳାଚକଟା ଘଟଣାର ରିପୋର୍ଟ ମାଗିଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଅଭିନେତା ବିଜୟଙ୍କୁ ହୋଇପାରେ ପଚରା ଉଚରା
ନୂଆଦିଲ୍ଲୀ,୨୮।୯: ତାମିଲନାଡୁର କରୁରରେ ତାମିଲଗା ଭେଟ୍ରି କାଝାଗାମ (ଟିଭିକେ) ମୁଖ୍ୟ ବିଜୟ ଥାଲାପତିଙ୍କ ନିର୍ବାଚନ ରାଲି ସମୟରେ ହୋଇଥିବା ଦଳାଚକଟା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ତାମିଲନାଡୁ ସରକାରଙ୍କଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି। ସୂତ୍ର ଅନୁଯାୟୀ, ସ୍ବରାଷ୍ଟ୍ର...
App ban: ଦେଶରେ ୮୦୫ଟି ଆପ, ୩୨୬୬ଟି ୱେବସାଇଟ ବ୍ୟାନ୍
ନୂଆଦିଲ୍ଲୀ,୧୨।୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂସଦୀୟ କମିଟି ବୈଠକରେ ସେ କହିଛନ୍ତି, ଜାତୀୟ ସୁରକ୍ଷା କାରଣରୁ ୮୦୫ଟି ଆପ ଏବଂ ୩୨୬୬ଟି ୱେବସାଇଟ ବ୍ୟାନ୍ କରାଯାଇଛି। ‘ସାଇବର ସୁରକ୍ଷା ଏବଂ ଅପରାଧ’ ସମ୍ପର୍କିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର...


