ଏସିଆ କପ: ଭାରତ ୪-୧ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା
ରାଜଗୀର,୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ…
ହକି ଏସିଆ କପ୍ ୨୦୨୫: ଭାରତୀୟ ଦଳର ଲଗାତାର ଦ୍ୱିତୀୟ ବିଜୟ, ରୋମାଞ୍ଚକର ମ୍ୟାଚ୍ରେ ଜାପାନ ୩-୨ ଗୋଲରେ ପରାସ୍ତ
ବିହାର,୩୧।୮: ହକି ଏସିଆ କପ୍ ୨୦୨୫ର ପୁଲ୍ ଏ ଗ୍ରୁପର ରୋମାଞ୍ଚକର ମୁକାବିଲାରେ ମଜବୁତ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ବିହାର ସ୍ପୋର୍ଟ୍ସ୍ ୟୁନିଭର୍ସିଟି ହକି ଷ୍ଟାଡିୟମରେ…
ଏସିଆ କପ୍ ହକି ୨୦୨୫: ଭାରତୀୟ ଦଳରେ ଓଡ଼ିଶାରୁ ୩ ଖେଳାଳି
ବେଙ୍ଗାଲୁରୁ,୨୦ା୮: ଆସନ୍ତା ଏସିଆ କପ୍ ହକି ୨୦୨୫ ପାଇଁ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ତିନି ଖେଳାଳି ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ନୀଲମ ସଞ୍ଜୀପ…

