ବାରାଣସୀରେ ଶବଦାହକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ହିଟଲର; ନାଜି ବିଚାରଧାରା… ନୂଆଦିଲ୍ଲୀ,୯।୧: ନାଜି ଶାସକ ଆଡଲଫ୍ ହିଟଲର ବନାରସରେ ଶବଦାହକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଏବେ ଚର୍ଚ୍ଚାରେ। ହିଟଲରଙ୍କ ଦ୍ୱାରା ଦିଆଯାଇଥିବା କିଛି ବ୍ୟକ୍ତିଗତ ମନ୍ତବ୍ୟ ତାଙ୍କର ସାଂସ୍କୃତିକ ପକ୍ଷପାତିତା ଏବଂ ନାଜି ବିଚାରଧାରାକୁ ଉଜାଗର କରୁଛି। ୧୯୪୧ରୁ ୧୯୪୪...