ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ଅଧିବେଶନରେ ଯୋଗ ଦେବେ ବିଭିନ୍ନ ଐତିହାସିକ ଭଞ୍ଜନଗର,୨୩ା୫(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ଅଧିବେଶନ ଆସନ୍ତା ୨୯ ତାରିଖରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ତେଣୁ ଏନେଇ ଗୁରୁବାର ଘୁମୁସର ଗବେଷଣା ପ୍ରତିଷ୍ଠାନର ନିଜସ୍ବ କାର୍ଯ୍ୟାଳୟରେ ଉତ୍ସବ କିଭଳି...