ଫସି ଫସି ଯାଉଛନ୍ତି ଜ୍ୟୋତି ମାଲହୋତ୍ରା, ହିସାର କୋର୍ଟଦେଲେ ବଡ଼ ନିଷ୍ପତ୍ତି ହିସାର,୨୬।୫: ଜ୍ୟୋତି ମାଲହୋତ୍ରାଙ୍କୁ ହିସାର କୋର୍ଟ ୧୪ ଦିନର ନ୍ୟାୟିକ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ସୋମବାର (୨୬ ମେ’) ହିସାର ପୋଲିସ ତାଙ୍କର ଚାରି ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା। ମୋଟାମୋଟି ଭାବରେ,…