Hirakud Eco-Retreat Inaugurated

ହୀରାକୁଦ ଇକୋ-ରିଟ୍ରିଟ୍‌ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ଏଥର ୫୦ଟି ଟେଣ୍ଟ୍ ସହ ୧୨୦ ଦିନ ଧରି ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର,୧୬।୧୧(ପ୍ରମୋଦ ବହିଦାର): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲାର ହୀରାକୁଦ (ବଲବସପୁର, ଜମାଦାରପାଲି ନିକଟ) ଠାରେ ଆୟୋଜିତ ହେଉଥିବା ଚଳିତ ବର୍ଷର 'ଇକୋ-ରିଟ୍ରିଟ୍‌' (ସପ୍ତମ ସଂସ୍କରଣ)…

13 hours ago