ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ ଚଣ୍ଡିଗଡ଼,୧୮ା୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣା ହିସାରର ପ୍ରସିଦ୍ଧ ଭ୍ରମଣକାରୀ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ‘ଟ୍ରାଭେଲ ଓ୍ବିଥ୍ ଜୋ’ ଟ୍ରାଭେଲ ଚ୍ୟାନେଲ ପାଇଁ ପ୍ରସିଦ୍ଧ ଜ୍ୟୋତିଙ୍କର ୩ ଲକ୍ଷ ୭୭,୦୦୦ରୁ ଅଧିକ ସବ୍ସ୍କ୍ରାଇବର୍ ଅଛନ୍ତି। ପାକିସ୍ତାନ...