ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ
ଢାକା,୧୬।୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସାର ଘଟଣା ନିରନ୍ତର ସାମ୍ନାକୁ ଆସୁଛି। ସଦ୍ୟତମ ଘଟଣାଟି ସିଲହଟ ଜିଲାର ଗୋୱାଇଙ୍ଗଘାଟ ଉପଜିଲାରେ ଘଟିଛି, ଯେଉଁଠାରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଘରକୁ ନିଆଁ ଲଗାଯାଇଛି। ଏହି ଘଟଣା ଅଞ୍ଚଳରେ ରହୁଥିବା ହିନ୍ଦୁ...


