କର୍ତ୍ତବ୍ୟ କରିବାକୁ ଯାଇ ଜୀବନକୁ ବାଜି ଲଗାଇଦେଲେ ନର୍ସ, ଡେଇଁପଡ଼ିଲେ ଉଛୁଳା ନଈ, ଭିଡିଓ ଭାଇରାଲ ଶିମଲା,୨୩।୮: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଣ୍ଡି ଜିଲାରେ ଲଗାଣ ବର୍ଷା ଯୋଗୁ ସମସ୍ତ ନଦୀ ଏବଂ ଝରଣା ଭୟଙ୍କର ଭାବେ ପ୍ରବାହିତ ହେଉଛି। ଅନେକ ସ୍ଥାନରେ ଭୂସ୍ଖଳନ, ପୋଲ ଧୋଇଯିବା ଏବଂ ରାସ୍ତା...