ମଝି ପଡ଼ିଆରେ ସଲମାନ ଆଗାଙ୍କ ସହ ‘ଖେଳ’ ହୋଇଗଲା! ରନ-ଆଉଟକୁ ନେଇ ହାସ୍ୟାସ୍ପଦ ପୋଷ୍ଟ ଭାଇରାଲ ରାଓ୍ବଲପିଣ୍ଡି,୧୫।୩: ବର୍ତ୍ତମାନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳାଯାଉଛି। ସିରିଜର ଦ୍ୱିତୀୟ ମ୍ୟାଚରେ, ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସଲମାନ ଅଲି ଆଗା ଏକ ଅଜବ ଢଙ୍ଗରେ ରନ ଆଉଟ ହେବା ପରେ ପାଭିଲିୟନକୁ ଫେରିଗଲେ।…