ହିଜାବକୁ ନେଇ ଉଠିଲା ଝଡ଼, ଇରାନରେ ହିଜାବ ଲାଗୁ କରିଥିବା ନେତାଙ୍କ ଝିଅ ଏମିତି ଡ୍ରେସ ପିନ୍ଧିଲେ ଯେ ତାତିଲେ ଲୋକେ ତେହେରାନ,୨୧।୧୦: ଇରାନରେ ସାଧାରଣ ମୁସଲମାନ ମହିଳାମାନେ ହିଜାବ ନ ପିନ୍ଧିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଜଣେ ବରିଷ୍ଠ ସହାୟକଙ୍କ ଝିଅଙ୍କ ଷ୍ଟ୍ରାପଲେସ ବିବାହ ଗାଉନ ପିନ୍ଧିଥିବାର ଏକ ଭିଡିଓ...