ବଢିବ ATM ଫି ବୃଦ୍ଧି, ଗ୍ରାମୀଣ ବ୍ୟାଙ୍କ ଏକୀକରଣ: ଜାଣନ୍ତୁ ୨୦୨୫ ମେ ୧ ରୁ କ’ଣ ବଦଳିବ ନୂଆଦିଲ୍ଲୀ,୨୮।୪: ୨୦୨୫ ମେ ୧ ରୁ ଦେଶବ୍ୟାପୀ ନାଗରିକଙ୍କୁ ପ୍ରଭାବିତ କରୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବ। ସବୁଠାରୁ ଉଲ୍ଲେଖନୀୟ ପରିବର୍ତ୍ତନ ହେଉଛି ଏଟିଏମ ଲେଣଦେଣ ଶୁଳ୍କର ସଂଶୋଧିତ ଢାଞ୍ଚା, ଏହା ସହିତ ସରକାର ଗ୍ରାମୀଣ ବ୍ୟାଙ୍କିଙ୍ଗ...