ଅମ୍ବୁଡସ ପର୍ସନଙ୍କ ପ୍ରୋସିଡିଂ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ
କେନ୍ଦୁଝର/ହାଟଡିହୀ,୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ): ହାଟଡିହୀ ବ୍ଲକ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦୁଝର ଏମ୍ଜିଏନ୍ଆର୍ଇଜିଏସ୍ ଅମ୍ବୁଡ଼ସ ପର୍ସନଙ୍କ ପ୍ରୋସିଡିଂ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ୬.୯.୨୦୨୪ରେ ମଧ୍ୟବର୍ତ୍ତୀ କାଳୀନ ସ୍ଥଗିତାଦେଶ ଜାରି କରିଛନ୍ତି। ଡବ୍ଲ୍ୟୁପି(ସି) ନଂ ୨୦୯୯୫/୨୦୨୪ ଅଟେ।…
ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ପାରାଦୀପ,୧୬ା୮: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୁଜଙ୍ଗ ସବ୍ଜଜ୍ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡ଼ି କୁଆଡ଼େ ଯାଇପାରିବ ନାହିଁ।…
ବିଜେଡିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକଙ୍କୁ ବଡ଼ ଝଟ୍କା, ନୋଟିସ୍ ପଠାଇଲେ ହାଇକୋର୍ଟ
ନୟାଗଡ଼, ୦୬।୦୮: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ବଡ଼ ଝଟ୍କା ଲାଗିଛି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ୍ ଜାରି କରିଛନ୍ତି । ଚଳିତ…
ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
ସୁନ୍ଦରଗଡ଼,୨୨ା୭: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍ କରିଛନ୍ତି । ପ୍ରତିପକ୍ଷ ଦିଲୀପ ରାୟଙ୍କ ମାମଲା ଆଧାରରେ ନୋଟିସ କରିଛନ୍ତି କୋର୍ଟ। ଆସନ୍ତା ଅଗଷ୍ଟ…
ହାଇକୋର୍ଟଙ୍କ ଗୁରୁତ଼୍ବପୂର୍ଣ୍ଣ ରାୟ, ଏଥର ମିଳିବ ୬ମାସ ଛୁଟି
ଭୁବନେଶ଼୍ବର, ୦୬।୦୭: ସରୋଗେସିରେ ମାଆ ହେଉଥିବା ମହିଳା କର୍ମଚାରୀଙ୍କ ପାଇଁ ମାତୃକାଳୀନ ଛୁଟିକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ସରୋଗେସି ପଦ୍ଧତିରେ ମାଆ ହେଉଥିବା ମହିଳା କର୍ମଚାରୀ ମାତୃକାଳୀନ…
ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭା ବନ୍ଦ କର: ହାଇକୋର୍ଟ
ପ୍ରୟାଗରାଜ,୩ା୭(ପି.ଟି.): ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି। ଏହା ବନ୍ଦ ନ ହେଲେ ଦିନେ ଦେଶର ସଂଖ୍ୟାବହୁଳ ସଂଖ୍ୟାଲଘୁରେ ପରିଣତ ହୋଇଯିବ ବୋଲି ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି।…
ହାଇକୋର୍ଟରେ ବାହାରିଲା ୮୦ ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନ ଶେଷ ତାରିଖ
ନୂଆଦିଲ୍ଲୀ,୨।୬: ପାଟଣା ହାଇକୋର୍ଟରେ ୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ଟ୍ରାନ୍ସଲେଟର ଏବଂ ଟ୍ରାନ୍ସଲେଟର କମ୍ ପ୍ରୁଫ୍ ରିଡର ପଦବୀ ଖୁବ୍ ଶୀଘ୍ର ପୂରଣ କରାଯିବ। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି ପଦବୀ…
ସରକାରୀ ଡାକ୍ତରଙ୍କ ଘରୋଇ ସେବା ବିରୋଧରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
କଟକ,୬ା୪(କାର୍ତ୍ତିକ ସାହୁ): ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଘରୋଇ ହସ୍ପିଟାଲ୍ରେ କରୁଥିବା ଚିକିତ୍ସା ସେବା ବନ୍ଦ କରିବା ନେଇ ହାଇକୋର୍ଟରେ ରୁଜୁ ଜନହିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଶିବଶଙ୍କର…
ପରୀ ହତ୍ୟା ମାମଲା: ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିଯୁକ୍ତ
କଟକ,୬ା୩(କାର୍ତ୍ତିକ ସାହୁ): ନୟାଗଡ଼ ପରୀ ହତ୍ୟା ମାମଲାର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୟାଗଡ଼ ଜିଲା ଚିଲ୍ଡ୍ରେନ ଅତିରିକ୍ତ ସେସନ କୋର୍ଟ ମାମଲାର ବିଚାର କରି ୨୦ ବର୍ଷ ଦଣ୍ଡାଦେଶ ରାୟ ପ୍ରଦାନ କରିଥିଲେ।…
ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
କଟକ,୪ା୨(କାର୍ତ୍ତିକ ସାହୁ): ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ରାୟ ପ୍ରକାଶ କରି ମୋକିମ ପ୍ରାର୍ଥିପତ୍ର ଦାଖଲ ବେଳେ ଆପରାଧିକ ମାମଲାର ସବିଶେଷ…
ଜାଣନ୍ତୁ କିଏ ହେଲେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
କଟକ,୭।୨: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ବୁଧବାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ…
ଅବିବାହିତା ଝିଅଙ୍କୁ ଭରଣପୋଷଣ ଦେବା ମାତାପିତାଙ୍କ ପାଇଁ ବାଧ୍ୟତାମୂଳକ: ହାଇକୋର୍ଟଙ୍କ ରାୟ…
ପ୍ରୟାଗରାଜ,୧୮।୧ : ଆହ୍ଲାବାଦ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ପରିବାରର ଅବିବାହିତ ଝିଅମାନେ ମଧ୍ୟ ସେମାନଙ୍କ ମାତାପିତାଙ୍କଠାରୁ ଭରଣପୋଷଣ ପାଇବାକୁ ହକଦାର। କୋର୍ଟ ଏହା ମଧ୍ୟ କହିଛନ୍ତି ଏହି ଝିଅମାନେ ଯେ କୌଣସି ଧର୍ମ କିମ୍ବା ବୟସର ହୁଅନ୍ତୁ…
Archives


