ହାଇକୋର୍ଟର ସବୁ ବିଚାରପତି ପାଇବେ ପୂର୍ଣ୍ଣ ପେନ୍ସନ୍ କଟକ,୧୯ା୫: ଏଣିକି ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ। ଏନେଇ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ପୂର୍ଣ୍ଣ ପେନ୍ସନ୍ ମିଳିବ। ଏଥିସହିତ ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ...