‘ବିବାହଯୋଗ୍ୟ ବୟସ ନ ହୋଇଥିଲେ ମଧ୍ୟ ଦୁଇଜଣ ପ୍ରାପ୍ତବୟସ୍କ ନିଜ ଇଚ୍ଛାରେ ଲିଭ-ଇନ ସମ୍ପର୍କରେ ରହିପାରିବେ’: ହାଇକୋର୍ଟ
ଜୟପୁର,୫।୧୨: ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି ଯେ ବିବାହଯୋଗ୍ୟ ବୟସ ନ ହେବା ସତ୍ତ୍ୱେ ଏକାଠି ରହିବାକୁ ଚାହୁଁଥିବା ଦୁଇଜଣ ପ୍ରାପ୍ତବୟସ୍କ ଚାହିଁଲେ ଲିଭ-ଇନ ସମ୍ପର୍କରେ ରହିପାରିବେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ ସାମ୍ବିଧାନିକ ଅଧିକାର କେବଳ...
ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍କା, ହାଇକୋର୍ଟ ଦେଲେ ବଡ଼ ରାୟ…
ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ ବିଜେଡିକୁ ଆଉ ଏକ ଝଟ୍କା ଲାଗିଛି । ଯାହା ନୂଆପଡ଼ା ନିର୍ବାଚନ ଉପରେ...
ହାଇକୋର୍ଟଙ୍କ ଐତିହାସିକ ରାୟ, ଦ୍ୱିତୀୟ ପତ୍ନୀଙ୍କ ପିଲାଙ୍କୁ ପୈତୃକ ସମ୍ପତ୍ତିରେ ମିଳିବ ଅଧିକାର
ଭୁବନେଶ୍ୱର,୨୬।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ପ୍ରଥମ ପତ୍ନୀ (ବୈଧ ବିବାହ) ଏବଂ ଦ୍ୱିତୀୟ ସ୍ତ୍ରୀ (ଅବୈଧ ବିବାହ) ଉଭୟଙ୍କ ଠାରୁ ଜନ୍ମିତ ସନ୍ତାନମାନେ ହିନ୍ଦୁ ବିବାହ ଆଇନର ଧାରା ୧୬ ଅନୁଯାୟୀ ସେମାନଙ୍କ ପିତାଙ୍କ...
ସ୍ଥାନୀୟ ନିର୍ବାଚନରେ ପଛୁଆ ବର୍ଗଙ୍କୁ ମିଳିବ ନାହିଁ ସଂରକ୍ଷଣ, ହାଇକୋର୍ଟ ଜାରି କଲେ ସ୍ଥଗିତାଦେଶ
ହାଇଦ୍ରାବାଦ,୯।୧୦: ତେଲଙ୍ଗାନା ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ (GO) MS ନମ୍ବର ୯ କାର୍ଯ୍ୟକାରୀ କରିବା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି, ଯାହା ଆଗାମୀ ସ୍ଥାନୀୟ ନିର୍ବାଚନରେ ପଛୁଆ ବର୍ଗ (OBC) ପାଇଁ ୪୨ ପ୍ରତିଶତ ସଂରକ୍ଷଣ ପ୍ରଦାନ...
‘ପ୍ରେମ ସମ୍ପର୍କରେ ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ,’ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଆଲ୍ଲାହାବାଦ,୧୩।୯: ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ପ୍ରେମ ସମ୍ପର୍କରେ ଦୀର୍ଘ ସମୟ ଧରି ସହମତିରେ ଶାରୀରିକ ସମ୍ପର୍କ ରହିଥାଏ, ତେବେ ଏହାକୁ ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ। ଏହି...
ଦୋଷୀ ସାବ୍ୟସ୍ତ ହେଲେ ୟୁସୁଫ, ହରାଇଲେ…
ନୂଆଦିଲ୍ଲୀ,୧୩।୯: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ଦ୍ୱାରା ଦାୟର ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି ଯେଉଁଥିରେ ସେ ଭଦୋଦରା ମ୍ୟୁନିସିପାଲ କର୍ପୋରେଶନର ତାଙ୍କ ଘର ପାଖରେ ଥିବା ୯୭୮ ବର୍ଗ ମିଟର ପ୍ଲଟ ଖାଲି କରିବାକୁ ଅନୁରୋଧ...
୧୪ ବର୍ଷ ପରେ ଏକାଠି ରହିପାରିବେ ନାହିଁ ସ୍ତ୍ରୀ-ସ୍ବାମୀ! ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ,୧୩।୯: ଛତିଶଗଡ ହାଇକୋର୍ଟ ବିବାହ ବିବାଦ ସହିତ ଜଡିତ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ବିବାହ ଶେଷ କରିବା ଏବଂ ସ୍ତ୍ରୀଙ୍କୁ ୧୫ ଲକ୍ଷ ଟଙ୍କା ସ୍ଥାୟୀ ଭରଣପୋଷଣ ଦେବାକୁ...
ଏମିତି ଏକ ମାମଲା ଯାହାକୁ ଶୁଣି ହାଇକୋର୍ଟଙ୍କ ମୁଣ୍ଡ ବୁଲାଇଲା
ମୁମ୍ବାଇ,୨୫।୭: ମୁମ୍ବାଇରେ ପୃଥକ ଭାବରେ ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ଏକ ଅଜବ ଆଇନଗତ ଲଢ଼େଇ ଆରମ୍ଭ ହୋଇଛି। ଏହି ଦମ୍ପତି ୨୦୨୨ ମସିହାରେ ଏକ IVF କେନ୍ଦ୍ରରେ ସେମାନଙ୍କର ଶୁକ୍ରାଣୁ-ଡିମ୍ବାଣୁରୁ ୧୬ ଟି ଭ୍ରୁଣ ପ୍ରସ୍ତୁତ କରିଥିଲେ ଏବଂ...
ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ
ଭୁବନେଶ୍ୱର,୨୩ା୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍ଭୋକେଟ ଜେନେରାଲ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଇସ୍ ଚାନ୍ସେଲର(VC) ନିଯୁକ୍ତି ପାଇଥିଲେ। ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ମାମଲା ଦାୟର...
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ବଳାତ୍କାର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରେଗ୍ନାନ୍ସି ଟେଷ୍ଟ ବାଧ୍ୟତାମୂଳକ
ଭୋପାଳ,୨୯ା୬: ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ବଳାତ୍କାରର ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗ୍ନାନ୍ସି ଟେଷ୍ଟ୍ ମଧ୍ୟ ବାଧ୍ୟତାମୂଳକ ଭାବରେ କରାଯିବା ଉଚିତ। ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି...
ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ
କଟକ,୨୬ା୩: ବୁଧବାର ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ...
ଆଗୁଆ ଜାମିନ ଆବେଦନ କଲେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର,୧୪ା୨: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। ନିକଟକରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ଚଢ଼ାଉ କରିଥିଲା। ତେବେ କେଉଁ କାରଣ ପାଇଁ ପ୍ରମିଳା ଆଗୁଆ ଜାମିନ ଆବେଦନ କରିଛନ୍ତି...
Archives


