ରାହୁଲଙ୍କୁ ପ୍ରତିମାସରେ ମିଳୁଛି ୧୦ ଲକ୍ଷ, ହିଡେନ୍ବର୍ଗ ରିପୋର୍ଟକୁ ନେଇ କହିଲେ ମୁଁ କିଛି… ନୂଆଦିଲ୍ଲୀ, ୧୪।୦୮: ଆମେରିକାର ସର୍ଟ ସେଲିଂ ସଂସ୍ଥା ହିଡେନ୍ବର୍ଗର ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ବିପକ୍ଷ ଦଳ ଘେରିଛି । ମଙ୍ଗଳବାର ରାହୁଲ ଗାନ୍ଧି ଏନେଇ କହିଥିଲେ ଯେ ଏହା ଏକ ଗମ୍ଭୀର ମାମଲା । ଏବେ...