ହେନେରିକ୍ସ ଆହତ
ମୋହଲି,୧୭।୪(ପି.ଟି.)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମୋଇସେସ୍ ହେନେରିକ୍ସ ଇଞ୍ଜୁରିର ଶିକାର ହୋଇଛନ୍ତି। ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ତାଙ୍କର ପଦାର୍ପଣ ବିଳମ୍ବିତ ହୋଇଛି। ସେ ଗୋଇଠିରେ ଆଘାତ ପାଇଛନ୍ତି। ମଙ୍ଗଳବାର ସେ ରାଜସ୍ଥାନ ରୟାଲ୍ସ...


