ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା: ୧୦୦ ବିମାନ ଚଳାଚଳରେ ବିଳମ୍ବ, ୪୦ଟି ବିମାନର ଦିଗ ପରିବର୍ତ୍ତନ ନୂଆଦିଲ୍ଲୀ, ୨।୫: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଶୁକ୍ରବାର ତାଣ୍ଡବ ରଚିଛି ପ୍ରବଳ ବର୍ଷା ଓ ଧୂଳିଝଡ଼। ଏହି ପ୍ରତିକୂଳ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୧୦୦ଟି ବିମାନର ଚଳାଚଳ...