ଦାରିଙ୍ଗବାଡ଼ିରେ ଛେଚିଲା ବର୍ଷା, ଜାତୀୟ ରାଜପଥରେ ବନ୍ୟାର ଭ୍ରମ ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ତା’ର ଆଖପାଖରେ ସୋମବାର ଅପରାହ୍ନରେ ବର୍ଷା ଛେଚିଛି। ପ୍ରାୟ ୧ ଘଣ୍ଟା ଧରି ବର୍ଷା ପ୍ରବଳ ମାତ୍ରାରେ ଲାଗିରହିବାରୁ ଚାରିଆଡ଼େ ବର୍ଷା ଜଳ ଭର୍ତ୍ତି ହୋଇଗଲା। ଫଳରେ ବନ୍ୟାର ଭ୍ରମ ସୃଷ୍ଟି...