ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ଶତାଧିକ ମହିଳା ଭଞ୍ଜନଗର,୨୮ା୯(ବାବୁଲା ପ୍ରଧାନ): ଘରର ମହିଳା ଯଦି ସୁସ୍ଥ ରହିବେ ତେବେ ସେ ପରିବାର ସେତେ ସଶକ୍ତ ହେବ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ବର୍ତ୍ତମାନ ସମଗ୍ର ଦେଶରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଚାଲିଛି। ସ୍ବାସ୍ଥ୍ୟ ବିଭାଗ...